ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା


ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଘରୁ ଥାଇ ରେଜିଷ୍ଟ୍ରେସନ କରିପାରିବେ ଦିବ୍ୟାଙ୍ଗ ଭକ୍ତ , ହ୍ବିଲ ଚେୟାରରେ ମନ୍ଦିରକୁ ଯିବେ ଭକ୍ତ , ଦିବ୍ୟାଙ୍ଗଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ଦୁଇ ବେଳା ଦର୍ଶନ ବ୍ୟବସ୍ଥା , ଦୈନିକ ୩୦ ରୁ ୪୦ ଜଣ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଲକ୍ଷ୍ୟ।


error: Content is protected !!