ତୁଡିଗଢିଆ କାଳୀ ମେଢ଼ ଦେଖିବା ପାଇଁ ଝୁମିଲେ ଦର୍ଶକ


ବାଲେଶ୍ଵର:(ଭଗବାନ ପଣ୍ଡା):- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଗନ ଧୂଳି ପଞ୍ଚାୟତ ଅଧିନରେ ତୁଡିଗଢିଆ ବଜାର ଠାରେ ମା କାଳୀ ପୂଜା ମେଢ଼ 5 ଦିନ ବିତି ଯାଇଥିଲେ ମଧ୍ୟ ଆଜି କିନ୍ତୁ ଦର୍ଶକ ମାନଙ୍କ ର ଜୋର ଦାର ସମାଗମ ଦେଖିବାକୁ ମିଳିଛିସିମୁଳିଆ ଓ ଖଇରା ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା , ଯିଏକି ଆମର ଜଣାଶୁଣା ମାଧ ନନା ସୁଖ ଦୁଃଖ ରେ ସମସ୍ତ ପାଖରେ ସାହାଯ୍ୟ ର ହାତ ବଢ଼େଇ ବା ସହ ସବୁ ସମୟରେ ଛିଡ଼ା ହୋଅନ୍ତି ସିମୁଳିଆ ଓ ଖଇରା ଅତି ପ୍ରିୟ ଯୁବ ନେତା ଡଃ ନୀଳ ମାଧବ ପଣ୍ଡା( ମାଧ ନନା ) 5 ନମ୍ବର ଜୋନ୍ ର ମଣ୍ଡଳ ସଭାପତି ମହେଶ୍ୱର ନାଥ ଶ୍ୟାମସୁନ୍ଦର ପଞ୍ଚାୟତ ର ପୂର୍ବତନ ଜିଲ୍ଲାପରିଷଦ ସୁଶାନ୍ତ ମହାକୁଡ଼ ,ବାବାଜୀ ଚରଣ ମହାନ୍ତି, ଦାମୋଦର ଦାସ, ଦର୍ଶନ କରିବା ସହ କାଳି ପୂଜା ବିଷୟରେ ଆଲୋଚନା କରିଥିଲେ ସାର୍ବଜନୀନ ମା କାଳୀ ପୂଜା କମିଟି ର ସଦସ୍ୟ ବସନ୍ତ କୁମାର ସାହୁ , ଯୁଧିଷ୍ଠିର ମହାରଣା,ଗୟା ଧର ଘଡେ଼ଇ, କାହ୍ନୁ ଚରଣ ପାକଳ , ଅଭିମନ୍ୟୁ ପଣ୍ଡା, କମିଟି ର ସବୁ ସଦସ୍ୟ ଉପ ସ୍ଥିତ ଥିବା ନେଇ କାଳି ପୂଜା ର ବିଷୟ ରେ ବସିକି ଆଲୋଚନା କରା ଯାଇଥିଲାବିଭିନ୍ନ ପ୍ରକାର ଦୋକାନ ବଜାର ଓ ଭଳି ଭଳିକି ଲାଇଟି ସାଜସଜ୍ଜା କୁ ନେଇ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ ଏହି କାଳି ପୂଜା ବହୁତ ପୁରାତନ ଆଜି ପର୍ଯ୍ୟନ୍ତ ହୋଇ ଆସୁଛି କାଳି ପୂଜା ମେଢ଼ ଦେଖିବା ବିଭିନ୍ନ ଅଞ୍ଚଳ ରୁ 5 ହଜାରୁ 7 ହଜାର ଦର୍ଶକ ମାନଙ୍କୁ ଦେଖିବାକୁ ମିଳିଥାଏ।


error: Content is protected !!