ଶ୍ରୀ ଶ୍ରୀ ମା କାଳୀଙ୍କ ମେଢ଼ ତଥା ପୂଜା ଉତ୍ସବରେ ଯୋଗଦେଇ ମା ଙ୍କ ଆର୍ଶ୍ରିବାଦ ଭିକ୍ଷା


ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଓ ସ୍ଥାନୀୟ କର୍ପୋରେଟର ସ୍ଥାନୀୟ କମାପଲ୍ଲୀ ଛକ ନିକଟରେ ଆୟୋଜିତ ଶ୍ରୀ ଶ୍ରୀ ମା କାଳୀଙ୍କ ମେଢ଼ ତଥା ପୂଜା ଉତ୍ସବରେ ଯୋଗଦେଇ ମା ଙ୍କ ଆର୍ଶ୍ରିବାଦ ଭିକ୍ଷା କରିଥିଲେ ଏବଂ ଉପସ୍ଥିତ ଦୁର୍ଗା ମେଢ଼ ତଥା ବଜାର କମିଟିର ସମସ୍ତ ସଦସ୍ୟ ତଥା ସ୍ଥାନୀୟ ନେତୃବୃନ୍ଦ ଏବଂ ସାମାଜିକ କର୍ମୀମାନଙ୍କ ସାଙ୍ଗେ ଅଞ୍ଚଳର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ।


error: Content is protected !!