ମିଧିଲିର ଲ୍ୟାଣ୍ଡଫଲ


ବାଂଲାଦେଶ ନିକଟରେ ବାତ୍ୟା ‘ମିଧିଲି’ର ଲ୍ୟାଣ୍ଡଫଲ୍‌।ଖେପୁପଡ଼ା ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା।ଲ୍ୟାଣ୍ଡଫଲ ବେଳେ ପବନର ବେଗ ୬୫ରୁ ୮୫ କିମି।ସଂଧ୍ୟା ୭ଟା ୩୦ ଯାଏ ଚାଲିଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା।


error: Content is protected !!