IED ବିସ୍ଫୋରଣରେ ଯବାନ ସହିଦ


IED ବିସ୍ଫୋରଣରେ ଯବାନ ସହିଦ।ଛତିଶଗଡ଼ର ଗରିଆବନ୍ଧରେ IED ବିସ୍ଫୋରଣ।ବଡେ ଗୋବ୍ରା ପୋଲିଂ ପାର୍ଟିକୁ ଲକ୍ଷ୍ୟ କରି ବିସ୍ଫୋରଣ।ବିସ୍ଫୋରଣରେ ITBP କନେଷ୍ଟବଳ ଯୋଗୀନ୍ଦର ସିଂହ ସହିଦ।EVM ସହ ପୋଲିଂ ପାର୍ଟିର ଅନ୍ୟ ସଦସ୍ୟ ପହଞ୍ଚିଲେ।


error: Content is protected !!