ଏରୋ ସ୍ପେଶ୍‌ ଆଣ୍ଡ ଆଭିଏସନ୍‌ ଇନ୍‌ ୨୦୪୭’ ଶୀର୍ଷକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଓ ପ୍ରଦର୍ଶନୀ ଉଦ୍‌ଘାଟନ


ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ‘ଏରୋ ସ୍ପେଶ୍‌ ଆଣ୍ଡ ଆଭିଏସନ୍‌ ଇନ୍‌ ୨୦୪୭’ ଶୀର୍ଷକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଓ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ ।


error: Content is protected !!