ଗୋଟିଏ ମଞ୍ଚରେ ରହିବେ ସମସ୍ତ ବିଶ୍ବବିଜୟୀ ଦଳର ଅଧିନାୟକ


ଗୋଟିଏ ମଞ୍ଚରେ ରହିବେ ସମସ୍ତ ବିଶ୍ବବିଜୟୀ ଦଳର ଅଧିନାୟକ।କ୍ଲାଇଭ ଲଏଡ୍‌ , କପିଲ ଦେବ , ଆଲାନ ବର୍ଡର , ଷ୍ଚିଭ ୱ ପ୍ରମୁଖ।୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ହେବ ଲେଜର ସୋ।ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ୍ ହେବେ ୫୦୦ ଡ୍ୟାନ୍ସର।ବିମାନ , ରେଳ , ସଡ଼କ ପଥରେ ଅହମ୍ମଦାବାଦ ପହଞ୍ଚିବାକୁ ପ୍ରବଳ ଭିଡ଼।


error: Content is protected !!