ମାହାଙ୍ଗା ଡବଲ ମର୍ଡର: ଶୁଣାଣି ଘୁଞ୍ଚିଲା


ମାହାଙ୍ଗା ଡବଲ ମର୍ଡର: ଶୁଣାଣି ଘୁଞ୍ଚିଲା।ସାଲେପୁର JMFC ରେ ଶୁଣାଣି ଘୁଞ୍ଚିଲା।ହାଇକୋର୍ଟର ବିଚାରାଧୀନ ଦର୍ଶାଇ ସମୟ ମାଗିଲେ ପ୍ରତାପ ଜେନାଙ୍କ ଓକିଲ।ପ୍ରତାପ ଙ୍କ CRPC ୨୦୫ ଓ ପ୍ରତିପକ୍ଷଙ୍କ ୨୧୦ ପିଟିସନ ଶୁଣାଣି ଘୁଞ୍ଚିଲା।ପ୍ରତାପଙ୍କ ବ୍ୟକ୍ତିଗତ ହାଜିରା, ମୂଳ ମାମଲା ସହ ଯୋଡ଼ିବା ଶୁଣାଣି।


error: Content is protected !!