୨୦ ଫୁଟ୍‌ ତଳକୁ ଖସିଲା କାର୍‌


୨୦ ଫୁଟ୍‌ ତଳକୁ ଖସିଲା କାର୍‌।ବଣାଇ: ପୋଲରୁ ୨୦ ଫୁଟ୍‌ ତଳକୁ ଖସିଲା କାର୍‌, ୩ ଆହତ। ମହୁଲପଦା ଫୁଲଝର ନିକଟରେ ପୋଲରୁ ତଳକୁ ଖସିଲା କାର୍‌। ୩ ଆହତଙ୍କ ମଧ୍ୟରୁ ୨ ଗୁରୁତର, ରାଉରକେଲା ସ୍ଥାନାନ୍ତର। କେନ୍ଦୁଝରରୁ ରାଉରକେଲା ଆସିବା ବେଳେ ଦୁର୍ଘଟଣା।


error: Content is protected !!