ଭାରତ ୨୪୦ରେ ଅଲଆଉଟ୍‌


ବିଶ୍ୱକପ ଫାଇନାଲରେ ଭାରତର ମନ୍ଥର ବ୍ୟାଟିଂ।ଭାରତ ୨୪୦ ରନ୍‌ କରି ଅଲଆଉଟ।ସ୍ଲୋ ପିଚ୍‌ରେ ଭଲ ସ୍କୋର କରିପାରିଲେନି ବ୍ୟାଟର।ରାହୁଲ ୬୬, କୋହଲି ୫୪, ରୋହିତ ୪୭, ସୂର୍ଯ୍ୟଙ୍କ ୧୮ ରନ୍‌।ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୪୧ ରନ୍‌।


error: Content is protected !!