ସନ୍ତରାଗଡିଆ କାଳୀପୂଜା ମହୋତ୍ସବର ଶେଷ ସନ୍ଧ୍ୟାରେ ଓଲିଉଡ଼ ଷ୍ଟାରଙ୍କର ଦ୍ୱାରା ମନରୋଞ୍ଜନ କାର୍ଯ୍ୟକ୍ରମ


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ପଂଚାୟତ ସ୍ଥିତ ସନ୍ତରା ଗଡିଆ କାଳୀପୂଜା କମିଟି ପକ୍ଷରୁ ତିନିଦିନ ଧରି ଚାଲିଥିବା କାଳୀପୂଜା ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶିଶିର ମହାପାତ୍ର ଫାଉଁଣ୍ଡେସନ ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ଯୋଗଦାନ ଦେଇ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା କାଳୀପୂଜା କମିଟିର ସମସ୍ତ ସଦସ୍ୟ ମାନଂକୁ ଶୁଭେଚ୍ଛା ଜଣାଇ ଉତ୍ତରୀୟ କାମନା କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଦୁଇ ନୁଁମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା ଉଷାରାଣୀ ରାଉଳ ଯୋଗଦାନ ଦେଇ ଏହିପରି କାର୍ଯ୍ୟକ୍ରମ କରିବା ଦ୍ୱାରା ଅଂଚଳର ଭାଇଚାରା ସୃଷ୍ଟି ହେବା ଶହ ଅର୍ଥନୀତିର ବିକାଶ ଓ ସମାଜର ଉନ୍ନତିର ତାରାନ୍ୱିତ ହେବ।ତେଣୁ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଗଣ ମଧ୍ୟରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବାସୁଦେବ ସ,କାଣ୍ଡଗରଡ଼ି ପଂଚାୟତ ସରପଞ୍ଚ ରାଜେନ୍ଦ୍ର ରାଉତ, ସମାଜସେବୀ ଗଙ୍ଗାଧର ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରାଥୀ ଅଜୟ ମହାଳିକ ଉକ୍ତ ମହୋତ୍ସବ୍ ସଭାପତି କପିଳ ସାମଲ ମଞ୍ଚ ପରିଚାଳନା କରିଥିଲେ ଡ଼ଃ ଅକ୍ଷୟ ପାଣିଗ୍ରାହୀଙ୍କ ବାସୁଦେବ ସ, ଶ୍ୟାମସୁନ୍ଦର ପୁର ସୋସାଇଟି ସଭାପତି ମନରୋଞ୍ଜନ ଦାଶ ଉପସ୍ଥିତ ରହି କାଳୀପୂଜା କମିଟିର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇ ଏହିପରି କାର୍ଯ୍ୟକ୍ରମ କରି ଅଂଚଳ ପାଇଁ ଶୁଭଙ୍କର କହି।ଏହି କମିଟିର ପ୍ରତେକ ସଦସ୍ୟ ଜଣେ ଜଣେ ଯୋଦ୍ଧା କହି ପ୍ରଂଶସା କରିଥିଲେ ଏବଂ ଉଲିଉଡ ଷ୍ଟାର ଓ ଗାୟକ ଦ୍ୱାରା ମନରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା।ଯାହାଦ୍ୱାରା ଉପସ୍ଥିତ ରହିଥିବା ଦର୍ଶକ ବେଶ ମନଭୋରୀ ଉପଭୋଗ କରିଥିଲେ।ତେଣୁ କମିଟିର ସମସ୍ତ ସଦସ୍ୟ ତିନିଦିନ ଯାକ ଶାନ୍ତି ଶୃଙ୍ଖଳା ଶହ ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ତୁଲାଇ ଥିଲେ।


error: Content is protected !!