ଆଜି ସକାଳୁ ସକାଳୁ ମହାରାଷ୍ଟ୍ରରେ ପ୍ରବଳ ଭୂକମ୍ପ ଅନୁଭୂତ


▪️କମ୍ପିଲା ମହାରାଷ୍ଟ୍ର, ଝଟକାରେ ଦୋହଲିଗଲା ଆଉ ୩ ରାଜ୍ୟ।

▪️ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩. ୫ ବୋଲି ମାପ କରାଯାଇଛି ।

▪️ ତେବେ ଭୂକମ୍ପ ଯୋଗୁଁ ଧନ ଜୀବନ ନଷ୍ଟ ହେବାର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।


error: Content is protected !!