ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ


ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ କଲେ ଜି. ଉଦୟଗିରି ବିଧାୟକ, କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନ, ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ, ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଖେଳିଲା ଆଦିବାସୀ କାର୍ଡ।


error: Content is protected !!