ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା


ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା, ପ୍ରଶାସନକୁ ସିଧା ନିଶାନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, କହିଲେ଼- ୩ ମାସ ହେଲାଣି ସେଠାରେ ଭୟର ବାତାବରଣ ଲାଗିରହିଛି, ୧୫୫ ଜଣଙ୍କୁ ପୁଲିସ ଗିରଫ କରିଛି, ସେଥିରେ ୫୪ ଜଣ ମହିଳା, ଗାଁ ଜନଶୂନ୍ୟ, ବୃଦ୍ଧବୃଦ୍ଧା ଓ ଛୋଟପିଲା ଅସହାୟ ଅବସ୍ଥାରେ ରହିଛନ୍ତି।


error: Content is protected !!