ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ପ୍ରତିକ୍ରିୟା


ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଲେ – ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାର୍ଥକ୍ୟ ରଖା ନ ଯାଉ, ଭକ୍ତ ଯେମିତି ସହଜରେ ଦର୍ଶନ କରିପାରିବେ, ବ୍ୟବସ୍ଥା କରାଯାଉ, ଲୋକ ଯନ୍ତ୍ରଣା ନ ପାଆନ୍ତୁ।


error: Content is protected !!