ତଥ୍ୟ ଦାଖଲ କଲେ ସୋମାଲିକା


ତଥ୍ୟ ଦାଖଲ କଲେ ସୋମାଲିକା।ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା।କଟକ ବିବାହ ପଞ୍ଜୀକରଣ ଅଫିସ୍‌ରେ ତଥ୍ୟ ଦାଖଲ କଲେ ସୋମାଲିକା।ବିଜୟଙ୍କ ଦ୍ୱିତୀୟ ବିବାହ ଆବେଦନ ଆପତ୍ତି ଉପରେ ତଥ୍ୟ ଦାଖଲ କଲେ।ଆସନ୍ତା ୩୦ ତାରିଖରେ ଅରିଜିନାଲ ଡକ୍ୟୁମେଣ୍ଟ ଦାଖଲ ନିର୍ଦ୍ଦେଶ।


error: Content is protected !!