ସାମର୍ଥ୍ୟର ସଦୁପଯୋଗ କର ରାଷ୍ଟ୍ରପତି


ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ବୋଧନ।ସମାବର୍ତ୍ତନ ଉତ୍ସବରେ ନାରୀଙ୍କ ଗରିମା ବଖାଣିଲେ ରାଷ୍ଟ୍ରପତି।ଛାତ୍ରଛାତ୍ରୀଙ୍କୁ ସବୁ କ୍ଷେତ୍ରରେ ଶକ୍ତିମାନ ହେବାକୁ ଉପଦେଶ ଦେଲେ।ନିଜସାମର୍ଥ୍ୟର ସଦୁପଯୋଗ କରିବାକୁ କହିଲେ ରାଷ୍ଟ୍ରପତି।


error: Content is protected !!