ଦୀର୍ଘ ଦିନର ଫୋକସ କରାଇବା ପରେ ଆମର ବଡ ସଫଳତା ହୋଇଛି


ଦୀର୍ଘ ଦିନର ଫୋକସ କରାଇବା ପରେ, ଆମର ବଡ ସଫଳତା ହୋଇଛି।ଆହୁରି ସହରର, ଅନେକ ଜିଲ୍ଲା ର ଅନ୍ୟାନ୍ୟ ପ୍ରତ୍ୟକ ବ୍ରିଜ କୁ ମଧ୍ୟ ଆଲୋକ ଏବଂ କ୍ୟାମେରା, ଖାଲ ଖମାର ଏବଂ ପେଟ୍ରୋଲିଙ୍ଗ, ଦୁଇ ମୁଣ୍ଡରେ ପୋଲିସ ପୋଷ୍ଟ କୁ କଡା କଡ଼ି କରାଯିବ,ସେଦିଗରେ ସହର ବାସୀଙ୍କ ସହ ଗଣମାଧ୍ୟମ ପ୍ରତୁସୃତି ବଦ୍ଧ ଯେତେ ବଧାବିଘ୍ନ ଆସୁ ପଛକେ, ଓ ଯେପରି ଧନ ଜୀବନ ହାନୀ ନହୁଏ.ସର୍ବଦା ନଜର ରଖିବୁ।


error: Content is protected !!