୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ


୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ।ରାଜ୍ୟରେ ୪୨୬ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ।ଭୂପିନ୍ଦର ସିଂଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଉତ୍ତର।୭୯୯୮ ପଞ୍ଚାୟତରେ ୮୦୯୯ଟି ଉଚ୍ଚ ବିଦ୍ୟାଳୟ ରହିଥିବା ସୂଚନା।


error: Content is protected !!