ଉଦଘାଟିତ ହେଲା ବାଲିଯାତ୍ରା-୨୦୨୩ ପ୍ରଜ୍ଞାପନ ମେଢ଼


ଉଦଘାଟିତ ହେଲା ବାଲିଯାତ୍ରା-୨୦୨୩ ପ୍ରଜ୍ଞାପନ ମେଢ଼।ଆସ ବୁଲିଯିବା ବାଲିଯାତ୍ରା ଥିମ ନେଇ ଯାତ୍ରା ଆରମ୍ଭ ହେଲା ପ୍ରଜ୍ଞାପନ ମେଢ଼।କଟକ-ଭୁବନେଶ୍ୱର ସମେତ ଅନେକ ପ୍ରମୁଖ ସହର ବୁଲିବ ଏହି ମେଢ଼।ପତାକା ଦେଖାଇ ଉଦଘାଟନ କଲେ କଟକ ଜିଲ୍ଲାପାଳ ଓ ସିଏମସି ମେୟର।


error: Content is protected !!