ପେଟ୍ରୋଲ ପମ୍ପରୁ ୧୦ଲକ୍ଷ ଫାଇନ୍‌


ପେଟ୍ରୋଲ ପମ୍ପରୁ ୧୦ଲକ୍ଷ ଫାଇନ୍‌।ବିଭିନ୍ନ ପେଟ୍ରୋଲ ପମ୍ପରୁ ୩ ଲକ୍ଷ ୧୭ ହଜାର ଜରିମାନା ଆଦାୟ। ୨୪ଟି ମାମଲା ରୁଜୁ ସହ ୩ ଲକ୍ଷ ୧୭ ହଜାର ଜରିମାନା ଆଦାୟ। ୩ ବର୍ଷରେ ୮୩ଟି ମାମଲା , ୧୦ ଲକ୍ଷ ୬୬ ହଜାର ଫାଇନ୍ ଆଦାୟ ହୋଇଛି।ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତର।ପେଟ୍ରୋଲ ପମ୍ପରେ ଠକେଇ ରୋକିବାକୁ ଚଢ଼ାଉ ଜାରି ରହିଛି।


error: Content is protected !!