ଜମି ପଟା ପାଇଁ ସାଲିଆସାହି ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ


ଜମି ପଟା ପାଇଁ ସାଲିଆସାହି ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ।ବିଧାନସଭା ଯିବା ବାଟରେ ଅଟକାଇଲା ପୋଲିସ।ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ।ପୋଲିସ ସହ ବସ୍ତିବାସିନ୍ଦାଙ୍କ ଧସ୍ତାଧସ୍ତି।୫୦ରୁ ଅଧିକ ଲୋକଙ୍କୁ ଅଟକ ରଖିଲା ପୋଲିସ।


error: Content is protected !!