ଏନ୍‌କାଉଣ୍ଟର କାର୍ଯ୍ୟନୁଷ୍ଠାନରେ ୪ ଯବାନ ସହିଦ


★ ଜାମ୍ମୁ ଓ କାଶ୍ମୀରର ରାଜୌରୀରେ ଏନ୍‌କାଉଣ୍ଟର।

★ ଆତଙ୍କବାଦୀଙ୍କ ସହ ଯବାନ ଓ ପୋଲିସଙ୍କ ଗୁଳି ବିନିମୟ।

★ ଭାରତୀୟ ସେନାର ୨ ଅଫିସରଙ୍କ ସମେତ ୪ ଯବାନ ସହିଦ।

★ ସହିଦ ଯବାନଙ୍କ ମଧ୍ୟରେ ୨ ଜଣ କ୍ୟାପ୍‌ଟେନ।

★ ଧର୍ମସାଲର ବାଜିମାଲ ଅଞ୍ଚଳରେ ଚାଲିଛି ଏନ୍‌କାଉଣ୍ଟର।

★ ଲୁଚିଥିବା ୨ ଆତଙ୍କବାଦୀଙ୍କୁ ଘେରି ରଖିଛନ୍ତି ଯବାନ।

★ ଗୁଳିମାଡ଼ରେ କିଛି ଯବାନ ଆହତ ହୋଇଥିବା ସୂଚନା।


error: Content is protected !!