୫ ବର୍ଷରେ ଦୁର୍ଘଟଣାରେ ୫୧,୮୭୩ ଜଣ ଆହତ


୫ ବର୍ଷରେ ଦୁର୍ଘଟଣାରେ ୫୧,୮୭୩ ଜଣ ଆହତ ହୋଇଛନ୍ତି।ଗତବର୍ଷ କେବଳ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ହୋଇଛି।ସଚେତନତା ବାବଦରେ ୫ ବର୍ଷରେ ୭୯.୧୨ ଲକ୍ଷ ଟଙ୍କା ଖର୍ଚ୍ଚ।


error: Content is protected !!