କାର୍ତ୍ତିକ ଦର୍ଶନ କରି ପାଟକୁରା ବାସୀଙ୍କ ପାଇଁ ଆଶ୍ରିବାଦ ଭିକ୍ଷା କଲେ


ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର ଡେରାବିଶ ବଜାରରେ ଅନୁଷ୍ଠିତ ପ୍ରଭୁ କାର୍ତ୍ତିକେଶ୍ୱର ମଣ୍ଡପରେ ପ୍ରଭୁ କାର୍ତ୍ତିକ ଦର୍ଶନ କରି ପାଟକୁରା ବାସୀଙ୍କ ପାଇଁ ଆଶ୍ରିବାଦ ଭିକ୍ଷା କଲେ।ଏହି ଅବସରରେ ଉପସ୍ଥିତ ଥିଲେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଧନେଶ୍ୱର ସେଠି, ଜିଲ୍ଲା ବିଜେଡି ଉପସଭାପତି ଶ୍ରୀଯୁକ୍ତ ଶ୍ରୀମନ୍ତ ରାଉତରାୟ , ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ |


error: Content is protected !!