ସମାଜସେଵୀ ତଥା ଆଇନଜୀବି ପ୍ରଣବ କୁମାର ପଣ୍ଡାଙ୍କ ଆହ୍ୱାନରେ ସ୍ବର୍ଣ୍ଣମୟୀ ନଗରର ପରିତ୍ୟକ୍ତ ମହିଳାଙ୍କୁ ଉଧାର କରାଯାଇଛି


ସାମାଜିକ ଗଣମାଧ୍ୟମରେ ଖବର ପାଇ ସମାଜସେଵୀ ତଥା ଆଇନଜୀବି ପ୍ରଣବ କୁମାର ପଣ୍ଡା ଙ୍କ ଆହ୍ୱାନରେ ସ୍ବର୍ଣ୍ଣମୟୀ ନଗର ର ପରିତ୍ୟକ୍ତ ମହିଳାଙ୍କୁ ଉଧାର କରାଯାଇଛି, ସ୍ପନ୍ଦନ ଫାଉଣ୍ଡେସନର ଦିଲୀପ ମହାପାତ୍ର, ସସ୍ମିତା ମହାନ୍ତି, ଗାୟତ୍ରୀ ପଣ୍ଡା ମହିଳାଙ୍କୁ ବସ୍ତ୍ର ପ୍ରଦାନ କରିବା ସହିତ କିଛି ଆଶୁ ଚିକିତ୍ସା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ରେଇନବୋ ପ୍ଲେ ସ୍କୁଲର ନିର୍ଦେଶକ ଅସ୍ମିତା ମହାନ୍ତି, ଶ୍ରଦ୍ଧାଞ୍ଜଳି ପାଢ଼ୀ,ISRD କାର୍ଯ୍ୟକର୍ତ୍ତା ସ୍ୱପ୍ନାରାଣୀ ନାହାକ ଓ ସୟାନୀ ମଲ୍ଲିକ ଏହି ଉଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ପ୍ରକାର କାର୍ଯ୍ୟ କୁ ସର୍ବ ବର୍ଗ ରେ ପ୍ରଶଂସା ର ପାତ୍ର ହୋଇଛନ୍ତି ।


error: Content is protected !!