ଖୋଲିଦେଲେ ପ୍ରଭୁ ଧବଳେଶ୍ୱରଙ୍କ ଦ୍ୱାର


ଆଉ ସମ୍ଭାଳି ପାରିଲେନି ଶ୍ରଦ୍ଧାଳୁ ଖୋଲିଦେଲେ ପ୍ରଭୁ ଧବଳେଶ୍ୱରଙ୍କ ଦ୍ୱାର ଦୀର୍ଘ 24 ଘଣ୍ଟାର ଅପେକ୍ଷା ପରେ ମାନିଲେନି ସେବାୟତ ଙ୍କ ଜିଦ ପ୍ରଶାସନ ଓ ସେବାୟତ ଙ୍କ ମଧ୍ୟରେ ବିବାଦ ଶେଷରେ ମହାଦେବ ଙ୍କ ଦର୍ଶନ ରେ କିଛିବି କରିପାରିଲାନି।ଭଗବାନ ଭକ୍ତ ଙ୍କର, ଓ ଭକ୍ତ ବି ଭଗବାନଙ୍କର। ଜଣାପଡିଲା, ଓଂ ନମଃ ଶିବାୟ।


error: Content is protected !!