ଘରେ ନାଗ ସାପ ଛାଡି ଡବଲ ମର୍ଡର ଘଟଣା


★ ସାପ କାମୁଡ଼ାରେ ମାଆ-ଝିଅଙ୍କ ମୃତ୍ୟୁ ଘଟଣାର ପର୍ଦାଫାସ।

★ ଗଞ୍ଜାମ କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଘଟଣାରେ ଭିନ୍ନମୋଡ଼।

★ ଘରେ ନାଗସାପ ଛାଡ଼ି ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିଥିଲା ସ୍ବାମୀ।

★ ଅଭିଯୁକ୍ତ ସ୍ବାମୀ କେ. ଗଣେଶ ପାତ୍ର ଗିରଫ।


error: Content is protected !!