ପରିବାର ଲୋକଙ୍କୁ ଘରେ ତାଲା ଠୁଙ୍କି ଟଙ୍କା, ସୁନା ଲୁଟିଲେ ଡକାୟତ


ପରିବାର ଲୋକଙ୍କୁ ଘରେ ତାଲା ଠୁଙ୍କି ଟଙ୍କା, ସୁନା ଲୁଟିଲେ ଡକାୟତ।ଭୁବନେଶ୍ୱର ନନ୍ଦନକାନନ ଥାନା ମାରୁତିବିହାର ଅଞ୍ଚଳରେ ଡକାୟତି।କାଲି ବିଳମ୍ବିତ ରାତିରେ ୭/୮ ଜଣ ଡକାୟତ ଘରେ ପଶିଥିଲେ।ପରିବାର ଲୋକଙ୍କୁ ଭୟଭୀତ କରି ଗୋଟିଏ ଘରେ ପୂରାଇ ଦେଇଥିଲେ।ଘର ଲୋକଙ୍କୁ ତାଲା ଠୁଙ୍କି ଟଙ୍କା, ସୁନା ଗହଣା ନେଇ ଚମ୍ପଟ ମାରିଲେ।


error: Content is protected !!