ଶ୍ରମିକଙ୍କ ପାଖରେ ପହଞ୍ଚି ପାରିନି ରେସକ୍ୟୁ ଟିମ୍


ଶ୍ରମିକଙ୍କ ପାଖରେ ପହଞ୍ଚି ପାରିନି ରେସକ୍ୟୁ ଟିମ୍ ଉତ୍ତରକାଶୀ ଟନେଲରେ ୧୪ ଦିନ ହେଲା ଫସିଛନ୍ତି ୪୧ ଶ୍ରମିକ । ହେଲେ ଶ୍ରମିକଙ୍କ ପାଖରେ ପହଞ୍ଚି ପାରିନି ରେସକ୍ୟୁ ଟିମ୍ । ଏବେ ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ ।


error: Content is protected !!