ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି


ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି।ସନ୍ଧ୍ୟାରେ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ ରାଷ୍ଟ୍ରପତି।ଆସନ୍ତାକାଲି ପାରାଦୀପ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ।ରାଷ୍ଟ୍ରପତିଙ୍କ ଗସ୍ତକୁ ପାଇଁ ସଜେଇ ହୋଇଛି ବନ୍ଦର ନଗରୀ।


error: Content is protected !!