ଶ୍ରୀମନ୍ଦିରରେ ଆଜି ରାତି ତମାମ ଦର୍ଶନ


ଶ୍ରୀମନ୍ଦିରରେ ଆଜି ରାତି ତମାମ ଦର୍ଶନ।ପୁରୀରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଜି ହେବନି ପହୁଡ଼ ନୀତି।ଆସନ୍ତାକାଲି ମହାପ୍ରଭୁଙ୍କ ହେବ ସୁନାବେଶ।ଭକ୍ତଙ୍କ ଭିଡକୁ ଦେଖି ପ୍ରଶାସନର ପଦକ୍ଷେପ।ମହୋଦଧିରେ ବୋଇତ ବନ୍ଦାଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା।ପୁରୀ ପୋଲିସ ପକ୍ଷରୁ ହେଇଛି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା।


error: Content is protected !!