ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଢ଼ିଲା ୭ ସସ୍‌ପେଣ୍ଡ୍‌


ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ଢ଼ିଲା ଘଟଣା।ଜଣେ ଏସ୍‌ପି, ୨ ଡିଏସ୍‌ପିଙ୍କ ସମେତ ୫ ପୋଲିସ ସସ୍‌ପେଣ୍ଡ୍‌।କର୍ତ୍ତବ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍‌ କଲେ ପୋଲିସ ମହାନିର୍ଦ୍ଦେଶକ।୨୦୨୨ ଜାନୁଆରୀ ୫ରେ ଫିରୋଜପୁର ଗସ୍ତରେ ସୁରକ୍ଷା ତ୍ରୁଟି ହୋଇଥିଲା।୨୦ ମିନିଟ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଅଟକି ରହିଥିଲା।


error: Content is protected !!