ମୁକୁଳିଲେ ଆଉ ୧୭ ପଣବନ୍ଦୀ


ଯୁଦ୍ଧବିରତିର ଦ୍ବିତୀୟ ଦିନରେ ୧୭ ପଣବନ୍ଦୀ ମୁକ୍ତ।ମୁକ୍ତ ପଣବନ୍ଦୀଙ୍କ ମଧ୍ୟରେ ୧୩ ଇସ୍ରାଏଲ ଓ ୪ ଥାଇ ନାଗରିକ।୨ ଦିନରେ ୪୧ ପଣବନ୍ଦୀଙ୍କୁ ଛାଡ଼ିଲାଣି ହମାସ।୪ ଦିନିଆ ଯୁଦ୍ଧବିରତି ପରେ ପଣବନ୍ଦୀଙ୍କୁ ଛଡ଼ାଯାଉଛି।


error: Content is protected !!