ରାୟଗଡ ଏଥର ଡଙ୍ଗରିଆ କନ୍ଧ ଚାଷ କରିବେ ସ୍ତବେରି


ରାୟଗଡ:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ଡଙ୍ଗରିଆ କନ୍ଧ ଉନ୍ନୟନ ଏବଂ ଓପିଲିପି ସଂସ୍ଥା ସହାୟତାରେ ନିୟମଗିରିରେ ଫଳିବ ଷ୍ଟ୍ରବେରୀ |ଏହି ଚାଷ କରି ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଆଉ ଏକ ଆଗେଇ ଯାଇଛନ୍ତି ।୧ ଏକର ରେ ଚାଷ ହେଉଛି ନିୟମଗିରି ପାହାଡ ରେ ଅବସ୍ଥିତ କୂରଲୀ ଗ୍ରାମରେଚାଷୀ ଲାକୁନୁ ଜାକେସିକା, ଡଙ୍ଗରିଆ କନ୍ଧ ୧ ଏକରରେ ହାରାହାରି ୨୦,୦୦୦ strawberry ଗଛ ଲଗାଇଛନ୍ତିଗଛ ଲାଗିବାର ୪୫ ଦିନ ପରେ ଫଳ ଦେବ।୨ମାସ ପର୍ଯ୍ୟନ୍ତ ଫଳିବ ଏହି ଫଳ ଏଥିରେ।ଆନୁମାନିକ ୬୦ କୁଇଣ୍ଟାଲ ଉତ୍ପାଦନ ହେବ ।ଯାହାର ମୂଲ୍ୟ ବଜାର ଦରରେ ଅତିକମରେ ପ୍ରାୟ ୧୦-୧୨ ଲକ୍ଷ ଟଙ୍କା ହେବ।୧ ଏକର ପିଛା ଚାରା, ସାର, ବୁନ୍ଦା ଜଳସେଚନ, ଶ୍ରମ ବାବଦକୁ ସବୁ ମିଶି ଅତି ବେଶୀରେ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବୋଲି ଅସକରା ଯାଇଛିOpelip-DKDA CHATIKONA ପୃଷ୍ଠ ପୋଷକତା ରେ ପ୍ରଥମ ଥର ପାଇଁ STRAWBERRY ଚାଷ କରାଯାଉଛି।


error: Content is protected !!