ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ବିମାନବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ , ଡିଜିପି ଓ ମେୟର ଉପସ୍ଥିତ। ପାରମ୍ପରିକ ନୃତ୍ୟ , ବାଦ୍ୟ ତାଳେତାଳେ ସ୍ବାଗତ।


error: Content is protected !!