ବଢିଲା ବେଆଇନି ଇଟାଭାଟି ବିବାଦକୁ କେନ୍ଦ୍ର କରି ମା ପୁଅକୁ ନିସ୍ତୁକ ମାଡ଼


ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ମିରିଗିଣି ଠାରୁ,, ବିଦୁ ପ୍ରଯ୍ୟନ୍ତ ଛତୁ ଫୁଟିଲା ପରି ଗଢି ଉଠିଛି ବେଆଇନି ଇଟାଭାଟି,,ଏହି ବେଆଇନ ଇଟାଭାଟି,,ମାଲିକ ଙ୍କ ଦୌରାତ୍ମ୍ୟ। ମିରିଗିଣି ରାସ୍ତାରେ ମା ପୁଅଙ୍କୁ ଅଟକାଇ ମାଡ଼ ମାରି,,ବନ୍ଧୁକ ଦେଖାଇ ଲୁଟିଲେ ସୁନାଚେନ୍। ଜୀବନରୁ ମାରିଦେବା କୁ ଦେଲେ ଧମକ। ଗୁରୁତର ଭାବେ ମା ନୀଳଗିରି ମେଡ଼ିକାଲ୍ ରେ ଭର୍ତ୍ତି। ପୁଅ ଆହତ। ଥାନାରେ ଅଭିଯୋଗ। ପୋଲିସ୍ ର ତଦନ୍ତ।ସୂଚନା ଯୋଗ୍ୟ କି ନୟାପାଟଣା ଗ୍ରାମର ଗୀତାଞ୍ଜଳି ଜେନା ଏବଂ ପୁଅ ଚନ୍ଦନ ଜେନା କୌଣସି ବ୍ୟକ୍ତିଗତ କାମ ପାଇଁ ନୀଳଗିରି ତହସିଲଦାର ଙ୍କ ନିକଟ କୁ ଯାଉଥିବା ବେଳେ,,କିଛି ଇଟାଭାଟି ମାଲିକ ତାଙ୍କୁ ଏନଏସି ମିରିଗିଣୀ ଠାରେ ସଂଘବୋଧ ଭାବେ ଅଟକାଇ,,କଣ ପାଇଁ ତହସିଲ କାର୍ଯ୍ୟଳୟ ଯାଉଛୁ,, ବୋଲି କହି ଅଶ୍ଲୀନ ଭାଷା ରେ ଗାଳି ଗଲ୍ଲୋଜ କରିବା ଶହ,,ମାଡ଼ ମାରି ମୁଣ୍ଡରେ ବନ୍ଧୁଙ୍କ ଲଗାଇ ସୁନାଚେନ୍ ଲୁଟିବା ସହ,,ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଘଟଣାସ୍ଥଳର ରୁ,, ମା ପୁଅ କୌଶଳ କ୍ରମେ ଖସିଆସି ଗୁରୁତର ଭାବେ ମା ଗୀତାଞ୍ଜଳୀ ଜେନା ନୀଳଗିରି ମେଡ଼ିକାଲ୍ ରେ ଭର୍ତ୍ତି ହୋଇଥିବା ବେଳେ,,ପୁଅ ଆହତ ହୋଇଛି।ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଜାରି ରଖିଛି।,,ତେଣୁ ଚଳିତ ବର୍ଷ କିଛି ଇଟାଭାଟି ପ୍ରଶାସନ ଡୁଜର ଲଗେଇ ଭାଙ୍ଗିଦେଇଥିଲେ,, ଆଉ କିଛି ଇଟାଭାଟି ପ୍ରଶାସନ ଙ୍କ ନିୟମ କୁ ସୂଚାର ରୂପେ ପାଳନ କରି, ନିଜ ନିଜ ଇଟାଭାଟି ବନ୍ଦ କରିଥିଲେ,, ପୁଣି ବର୍ତମାନ କାହା ଅନୁମତି ରେ ଇଟାଭାଟି ଗୁଡ଼ିକ ରେ ଇଟା କାଟିବା ଆରମ୍ଭ ହୋଇଗଲାଣି,, କାହା ଚାପeରେ ପ୍ରଶାସନ ଚୁପ,, ବେଆଇନି ଇଟାଭାଟି ବିରୋଧ ରେ ପ୍ରଶାସନ ତରଫରୁ କୋଣସି ଆଇନିଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି କରାଯାଇଛି।


error: Content is protected !!