କଷବା ଜୟପୁର ପଂଚାୟତରେ ୟୁକ ବ୍ୟାଙ୍କର ଶୁଭ ଉଦଘାଟନ


ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ କଷବା ଜୟପୁର ପଂଚାୟତରେ ୟୁକ ବ୍ୟାଙ୍କର ଶାଖାକୁ ବାହାନଗା ବ୍ଲକର ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରାଯାଇଥିଲା।ଏହି ବ୍ୟାଙ୍କ ଦ୍ୱାରା ଉକ୍ତ ଅଂଚଳ ବାସି ହାତ ପାହାଁନ୍ତାରେ ବ୍ୟାଙ୍କ ସେବା ପାଇ ପାରିବେ ବୋଲି ପଣପଣା ୟୁକ ବ୍ୟାଙ୍କର ମ୍ୟାନେଜର ଶୁଚିସ୍ମିତା ପଣ୍ଡା ସନ୍ନମାନ୍ୱିତ ଅତିଥି ରୂପେ ଯୋଗଦାନ ଦେଇ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ବିଦ୍ୟାଧର ରାଉତ,ମିଶନ ଶକ୍ତି ମହିଳା MBK ଲଷ୍ମୀପ୍ରିୟା ମହାପାତ୍ର,GPLFର ସଭାନେତ୍ରୀ ମମତା ମିଶ୍ର,ସମ୍ପାଦିକା ରଂଜିତା ଜେନା,EC ସଦସ୍ୟାଙ୍କ ଶହ ଅନେକ SHG ଗ୍ରୁପର ମହିଳା ସଦସ୍ୟା ଉପସ୍ଥିତ ରହିଥିଲେ।


error: Content is protected !!