୫ ଜଣ ଓଡ଼ିଆ ଶ୍ରମିକ ଉଦ୍ଧାର


୫ ଜଣ ଓଡ଼ିଆ ଶ୍ରମିକ ଉଦ୍ଧାର।ଟନେଲରୁ ସମସ୍ତ ୫ ଓଡ଼ିଆ ଶ୍ରମିକ ଉଦ୍ଧାର।ଉଦ୍ଧାର ନେଇ ପରିବାର ଲୋକଙ୍କୁ ଆସିଲା ଫୋନ୍‌।ଫୋନ କଲ ଆସିବା ପରେ ପରିବାରରେ ଖୁସିର ମାହୋଲ।୪୧ ଶ୍ରମିକଙ୍କ ସହ ୧୭ ଦିନ ହେବ ଟନେଲରେ ଫସି ରହିଥିଲେ।


error: Content is protected !!