ଟନେଲରେ ଫସିଥିବା ସମସ୍ତ ଶ୍ରମିକ ଉଦ୍ଧାର


ଉତ୍ତରକାଶୀରେ ଦୀର୍ଘ ୧୭ ଦିନ ହେବ ଟନେଲରେ ଫସିଥିବା ସମସ୍ତ ଶ୍ରମିକ ଉଦ୍ଧାର ହୋଇଛନ୍ତି ଏହା ଜାଣିବା ପରେ ବହୁତ ଖୁସି ଅନୁଭବ ହେଉଛି। ମୁଁ କୃତଜ୍ଞତା ଜଣାଉଛି ସେହି ଉଦ୍ଧାରକାରି ଦଳର ପ୍ରତେକ ଯବାନଙ୍କୁ ଯେଉଁମାନେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଆମ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ରେସକ୍ଯୁ ଟିମ ସହ ସମସ୍ତ ବିଶେଷଜ୍ଞଙ୍କୁ ଅଭିନନ୍ଦନ।ଜୟ ହିନ୍ଦ।


error: Content is protected !!