ବାଗ୍ମୀ ଶରତ କରଙ୍କ ସହଧର୍ମିଣୀ ମହିୟସୀ ଅନିମା କର ଆଉ ଆମ ଗହଣରେ ନାହାନ୍ତି


ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ,ସମସ୍ତଙ୍କ ପ୍ରିୟ ଆଦରଣୀୟ ଜନନେତା,ପୂର୍ବତନ ସାଂସଦ ମନ୍ତ୍ରୀ ଏବଂ ବାଚସ୍ପତି,ବାଗ୍ମୀ ଶରତ କରଙ୍କ ସହଧର୍ମିଣୀ ମହିୟସୀ ଅନିମା କର ଆଉ ଆମ ଗହଣରେ ନାହାନ୍ତି,ମଙ୍ଗଳବାର ବିଳମ୍ବିତ ରାତିରେ ସେ ଇହଲୀଳା ସମ୍ବରଣ କରିଛନ୍ତି,ପ୍ରଫେସର ଅନିମା କର ଥିଲେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ମାହାଙ୍ଗା ମାଟିର ବୋହୁ, ତା’ଙ୍କ ସୁପୁତ୍ର ସୁମନ ଓ ଶୋଭନ କରଙ୍କ ସମେତ କର ପରିବାରର ପ୍ରତ୍ୟେକ ଶୋକସନ୍ତପ୍ତ ସଦସ୍ୟ ମାନଙ୍କୁ ଏହି ଦୁଃଖଦ ଘଟଣାରେ ସମବେଦନା ଜଣାଉଅଛୁ, ଦିବଂଗତ ଅନିମା ଦେବୀଙ୍କ ଅମର ଅମୃତ ଆତ୍ମାର ସଦଗତି ହେଉ, ଏତିକି ପ୍ରାର୍ଥନା କରୁଛୁ।


error: Content is protected !!