ଏଣିକି କୌଣସି ବ୍ୟାଙ୍କ କଏନ ନେବାକୁ ମନା କରିପାରିବେ ନାହିଁ


▪️ ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତିଙ୍କ ସୂଚନା, କୌଣସି ବ୍ୟାଙ୍କ ମନା କଲେ ଲୋକେ RBI ବ୍ୟାଙ୍କିଙ୍ଗ ଲୋକପାଳରେ ଜଣାନ୍ତୁ l

▪️ଏବେ ପ୍ରଚଳନ ୫୦ ପଇସାରୁ ୨୦ ଟଙ୍କା କଏନ, ସବୁ ଚଳୁଛି l

▪️ସେହିପରି ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ l

▪️୩ ମାସ ମଧ୍ୟରେ ସବୁ ବ୍ଲକର ବଜାର ସ୍ଥାନରେ କାର୍ଯ୍ୟକ୍ରମ ହେବ l

▪️ ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତିଙ୍କ ସୂଚନା l

▪️ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇ ପାରିବେ l


error: Content is protected !!