ରାସ୍ତା ଉପରେ ମାଡ଼ିଗଲା କାର୍‌


କେନ୍ଦ୍ରାପଡ଼ା: ରାସ୍ତା ଉପରେ ମାଡ଼ିଗଲା କାର୍‌, ୨ ଜଣ ଗୁରୁତର, ୭ଟି ବାଇକ୍‌ ଭାଙ୍ଗି ଚୁରମାର।ଅଳ୍ପକେ ବର୍ତ୍ତିଲେ ଅନ୍ୟ ପଥଚାରୀ।ସଦର ଥାନା ଜଣ୍ଟିଲୋ ବାଙ୍କବନ୍ଧ ନିକଟରେ ଦୁର୍ଘଟଣା।ଆଳି ଆଡୁ ଆସୁଥିବା କାର୍‌ ବାଇକ୍‌ଗୁଡ଼ିକ ଧକ୍କା ଦେଇ ମାଡ଼ିଗଲା। ଧକ୍କା ଦେବା ପରେ ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା, ଡ୍ରାଇଭର ଚମ୍ପଟ୍‌।


error: Content is protected !!