କେହି ଜଣେ କହି ଥିଲେ


କଟକ:(ପ୍ରକାଶ ବେଉରା):- କେହି ଜଣେ କହି ଥିଲେ, ଏସୃଷ୍ଟି ତାହାର ଆମେ ସବୁ ତାର ଫୁଲର ପାଖୁଡା.ଏ କିଛି କ୍ଷଣର ମେହେମାନ ଆମେ ଏତେ ଦବଙ୍ଗ କାହିଁକି? ଏ ସ୍ୱର୍ଗ ତାହାର ଏ ନର୍କ ବି ତାହର. ଏ ଗୁରୁର କହାକୁ ଦେଖାଇବା, ମନେ ରଖିବେ ଯାହାକୁ ଦେଖେଁଉଛେ ଜୀବନ କାଳ ଚାକିରୀ ବା ନିଜର ପାୱାର ବଳରେ ସେବି କାଉଣ୍ଟର ବା କାଉଣ୍ଟ ଡାଉନ ହେଉଛି ଯାହା ଅନ୍ୟ ହୃଦୟରେ ଅଦୃଶ୍ୟ ହୋଇ ଯାହା ତାକୁ କୁହା ଯାଉଛି, ଯାହା ତୁମେ ଅଜ୍ଞ ସେ ଦେଖି ହସୁଥିବ, ଯେ ତାଙ୍କର ଦିଆ ହୋଇଥିବା ପାୱାର ର ଗଲତ ଇସ୍ତାମାଲ. କେମିତି କରୁଛନ୍ତି.ସେହିଠାରେ ଓଲଟା ଗଣତି ଆରମ୍ଭ ହୁଏ ଯେତେ ପାୱାର ଥାଉ ପଛେ, ତା ନଜର ରେ ଏସବୁର ମାନେ କିଛି ନଥାଏ,ସେ ଶୂନ୍ୟ.ଯାହା ଭୁଲି ଯାଆନ୍ତି ଉଚ୍ଚ ଏବଂ ନିମ୍ନ ପଦଧିକାରୀ ମାନେ.ସବୁ ରାତ୍ରିର ସକାଳ ଥାଏ,ସବୁ ପୂର୍ଣମୀ ର ଅମାବାସ୍ୟା ଥାଏ, ସବୁ ଆଜିର ଦବଙ୍ଗ କାଲି ଇତିହାସ ହୋଇଯାଏ,.କାହାକୁ ହେୟ ମନେ କରନି, ସେମାନେ ବି. ମଣିଷ ଆଜି ତୁମରି ପାଳି କାଲି ତାଙ୍କର ଆଜି ତୁମ ପିଢ଼ିର ରାଜ କାଲି ତାଙ୍କ ପିଢ଼ିର. କିନ୍ତୁ ସହୃଦୟ ଙ୍କ ଆଜି କାଲି କିଛି ନଥାଏ. ଇହ ପର ସବୁଠି ଆଦରଣୀୟ. ସବୁ ହୃଦୟରେ ଚିରଞ୍ଜିବି ସବୁ ଅଫିସ ହେଉ ବା ସବୁ ଜାଗାରେ. ପ୍ରିୟ ପାତ୍ର. ୱ ରହେ ୟା ନ ରହେ, ୟାଦ କରେଁଗେ ହରପାଲ ହର ଘଡି ପିଢ଼ି ପିଢ଼ିତକ.ଏହି ତୋ ଉସକା ଦିଆ ହୁଆ ଅନମୋଲ ଜୀବନ.ଦୁନିଆଁ ମେ ଅର କ୍ୟାଚାହିଏ।


error: Content is protected !!