ମା’ ମହାଲକ୍ଷ୍ମୀ ମାର୍ଗଶିର ମାସର ପବିତ୍ର ଗୁରୁବାର


1• ମା’ ମହାଲକ୍ଷ୍ମୀ ମନ୍ଦିର ବିଜେ କୋଲ୍ହାପୁର, ମହାରାଷ୍ଟ୍ର

2• ମା’ ମହାଲକ୍ଷ୍ମୀ ମନ୍ଦିର*ବିଜେ ମୁମ୍ବାଇ, ମହାରାଷ୍ଟ୍ର ମହାକାଳୀ ଓ ମହା ସରସ୍ବତୀଙ୍କ ସହିତ।

3• ତାମିଲନାଡୁ ଭେଲୋରର ଶ୍ରୀ ପୁରମ ମହାଲକ୍ଷ୍ମୀ ସ୍ବର୍ଣ୍ଣ ମନ୍ଦିର

4• ମା’ ମହାଲକ୍ଷ୍ମୀ ବିଜେ ଶ୍ରୀପୁରମ, ଭେଲୋର lମା’ ମହାଲକ୍ଷ୍ମୀଙ୍କ ଅଭୟ ଚରଣରେ ଶରଣ l ଜଗତର ସମସ୍ତ ପ୍ରାଣୀଙ୍କୁ ନିରନ୍ତର ଅନ୍ନ ଦାନ କରୁଥାଅ ମାଆ lଜୟ ମା’ ମହାଲକ୍ଷ୍ମୀ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!