ଯୁବ ଓଡିଶା-ନବୀନ ଓଡ଼ିଶା


ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ “ଯୁବ ଓଡିଶା-ନବୀନ ଓଡ଼ିଶା” କ୍ୟାମ୍ପେନରେ ଆମର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗରରେ ସରକାରଙ୍କ ତରଫରୁ ଆୟୋଜିତ ହେବାକୁ ଥିବା କ୍ରିକେଟ, ଫୁଟବଲ, ହକି, ଖୋ-ଖୋ, ଭଲିବଲ, କବାଡି ଟୁର୍ଣ୍ଣାମେଣ୍ଟର ପଞ୍ଜିକରଣ ନିମନ୍ତେ ଆଜି ଶେଷ ଦିବସ, କୌଣସି ଖେଳାଳି ଯେପରି ବଞ୍ଚିତ ନ ହେବେ, ସମସ୍ତେ ଧ୍ୟାନ ଦେବାକୁ ଏବଂ ଏହି କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ଅନୁରୋଧ…🙏🙏ଏହି ଲିଙ୍କରେ ଯାଇ ପଞ୍ଜିକରଣ କରନ୍ତୁ…🙏 https://portal.sportsodisha.gov.in/Talent/TeamLandingଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ସଭାପତିବିଜୁ ଯୁବ ଜନତା ଦଳ, ସମ୍ବଲପୁର


error: Content is protected !!