କଟକ ବାଲିଯାତ୍ରା 2023


ଇତିହାସର ଏକ ଗୁମ୍ଫିତ ଅଧ୍ୟାୟ ପରମ୍ପରାର ଏକ ସ୍ମରଣୀୟ ସ୍ମୃତି ଐତିହ୍ୟର ଏକ ଗୌରବମୟ କୃତି କଟକର ବାଲିଯାତ୍ରା ଉତ୍ସବ ମହାନଦୀ ପଠାରେ ଅତୀତର ଦରିଆପାରି ନୌବାଣିଜ୍ୟ କୀର୍ତ୍ତିରସବୁତକ ଅଧ୍ୟାୟ ଯେଉଁଠି ରୋମାଞ୍ଚକର ଭାବେ ପୃଷ୍ଠା ଲେଉଟାଏ।ବାଲିଯାତ୍ରାର ସୁନ୍ଦର ବାଲିରେଣୁରେ, କଥା,ଗାଥା ଓ ବ୍ୟାଥାର ରାଗିଣୀ ଗୁଂଜରିତ ହୁଏ।ଐତିହାସିକ କଟକ ବାଲିଯାତ୍ରା ଉତ୍ସବ ୨୦୨୩ର ଉଦଘାଟନୀ ମଂଚରେ ମୁଖ୍ୟ ଅତିଥି ମାନନୀୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବାରୁ କଟକ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ଆୟୋଜନ ସମିତି ନିକଟରେ ବିନମ୍ର କୃତଜ୍ଞତା |🏵| 🌳 *ଶୁଭେନ୍ଦୁ କୁମାର ଭୂୟାଁ* ● ସଂବର୍ଧନା ଫଟୋ ସୌଜନ୍ୟ : ସୌମ୍ଯ, ସମ୍ବାଦ, କଟକ


error: Content is protected !!