ଇତିହାସର ଏକ ଗୁମ୍ଫିତ ଅଧ୍ୟାୟ ପରମ୍ପରାର ଏକ ସ୍ମରଣୀୟ ସ୍ମୃତି ଐତିହ୍ୟର ଏକ ଗୌରବମୟ କୃତି କଟକର ବାଲିଯାତ୍ରା ଉତ୍ସବ ମହାନଦୀ ପଠାରେ ଅତୀତର ଦରିଆପାରି ନୌବାଣିଜ୍ୟ କୀର୍ତ୍ତିରସବୁତକ ଅଧ୍ୟାୟ ଯେଉଁଠି ରୋମାଞ୍ଚକର ଭାବେ ପୃଷ୍ଠା ଲେଉଟାଏ।ବାଲିଯାତ୍ରାର ସୁନ୍ଦର ବାଲିରେଣୁରେ, କଥା,ଗାଥା ଓ ବ୍ୟାଥାର ରାଗିଣୀ ଗୁଂଜରିତ ହୁଏ।ଐତିହାସିକ କଟକ ବାଲିଯାତ୍ରା ଉତ୍ସବ ୨୦୨୩ର ଉଦଘାଟନୀ ମଂଚରେ ମୁଖ୍ୟ ଅତିଥି ମାନନୀୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବାରୁ କଟକ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ଆୟୋଜନ ସମିତି ନିକଟରେ ବିନମ୍ର କୃତଜ୍ଞତା |🏵| 🌳 *ଶୁଭେନ୍ଦୁ କୁମାର ଭୂୟାଁ* ● ସଂବର୍ଧନା ଫଟୋ ସୌଜନ୍ୟ : ସୌମ୍ଯ, ସମ୍ବାଦ, କଟକ
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ