ଇତିହାସର ଏକ ଗୁମ୍ଫିତ ଅଧ୍ୟାୟ ପରମ୍ପରାର ଏକ ସ୍ମରଣୀୟ ସ୍ମୃତି ଐତିହ୍ୟର ଏକ ଗୌରବମୟ କୃତି କଟକର ବାଲିଯାତ୍ରା ଉତ୍ସବ।ମହାନଦୀ ପଠାରେ ଅତୀତର ଦରିଆପାରି ନୌବାଣିଜ୍ୟ କୀର୍ତ୍ତିରସବୁତକ ଅଧ୍ୟାୟ ଯେଉଁଠି ରୋମାଞ୍ଚକର ଭାବେ ପୃଷ୍ଠା ଲେଉଟାଏ।ବାଲିଯାତ୍ରାର ସୁନ୍ଦର ବାଲିରେଣୁରେ, କଥା,ଗାଥା ଓ ବ୍ୟାଥାର ରାଗିଣୀ ଗୁଂଜରିତ ହୁଏ।ଐତିହାସିକ କଟକ ବାଲିଯାତ୍ରା ଉତ୍ସବ ୨୦୨୩ର ଉଦଘାଟନୀ ମଂଚରେ ମୁଖ୍ୟ ଅତିଥି ମାନନୀୟ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବାରୁ କଟକ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ଆୟୋଜନ ସମିତି ନିକଟରେ ବିନମ୍ର କୃତଜ୍ଞତା 🌳 ଶୁଭେନ୍ଦୁ କୁମାର ଭୂୟାଁ

● ସଂବର୍ଧନା ଫଟୋ ସୌଜନ୍ୟ : ସୌମ୍ଯ, ସମ୍ବାଦ, କଟକ


error: Content is protected !!