ଜାନୁଆରି ୮ରୁ ବିଦେଶୀ ପକ୍ଷୀ ଗଣନା


ଦେବ୍ରିଗଡ଼ ଅଭୟାରଣ୍ୟରେ ହେବ ପକ୍ଷୀ ଗଣନା।ଦେବ୍ରିଗଡ଼ ଓ ହୀରାକୁଦ ଜଳଭଣ୍ଡାରରେ ହେବ ଗଣନା।ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା।ଏଯାଏଁ ୬୦ରୁ ଊର୍ଦ୍ଧ୍ବ ପ୍ରଜାତିର ବିଦେଶୀ ପକ୍ଷୀ ଆସିଛନ୍ତି।ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷରୁ ଅଧିକ ପକ୍ଷୀ ଆସିଥିଲେ।


error: Content is protected !!