ଆଜି ମ୍ୟାଚ୍‌: ଷ୍ଟାଡିୟମରେ ଲାଇନ୍‌ ନାହିଁ


ଆଜି ମ୍ୟାଚ୍‌: ଷ୍ଟାଡିୟମରେ ଲାଇନ୍‌ ନାହିଁ। ଆଉ କିଛି ଘଣ୍ଟା ପରେ ମ୍ୟାଚ୍‌ , ଷ୍ଟାଡିୟମରେ ନାହିଁ ବିଜୁଳି ସଂଯୋଗ।ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ଅଭାବନୀୟ ସ୍ଥିତି। ରାୟପୁର ଷ୍ଟାଡିୟମରେ ଆଜି ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-ଟ୍ବେଣ୍ଟି ମ୍ୟାଚ୍‌।


error: Content is protected !!